ଚେକ୍‌ଡ୍ୟାମ ନିର୍ମାଣ ନାଁରେ ହରିଲୁଟ୍‌ : ମୁକୁଳା ପଡ଼ିଛି ଡ୍ୟାମ୍‌

ନୂଆଗାଁ : ଚାଷୀ ପେଟକୁ ଲାତ। ଚେକ୍‌ଡ୍ୟାମ ନାଁରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ନିମ୍ନମାନର ହେବା ସହ ବିପଦସଂକୁଳ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୧୬-୧୭ ଆର୍ଥିକ ବର୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ନୂଆଗାଁ ବ୍ଲକ୍‌ରେ ମୋଟ ୧୭ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସବୁ ଚେକ୍‌ଡ୍ୟାମ୍‌ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଚେକ୍‌ଡ୍ୟାମ୍‌ ପାଇଁ … Continue reading ଚେକ୍‌ଡ୍ୟାମ ନିର୍ମାଣ ନାଁରେ ହରିଲୁଟ୍‌ : ମୁକୁଳା ପଡ଼ିଛି ଡ୍ୟାମ୍‌